BREAKING
Loading...
:

ଚଇତି ପର୍ବ ପ୍ରସ୍ତୁତି ଚଳ ଚଞ୍ଚଳ ଘଟଗାଁ


 

  ଘଟଗାଁ ( ଅମରେନ୍ଦ୍ର ଦେହୁରୀ )
ମାଆ ତାରିଣୀ ପୀଠରେ ଚଇତି ପର୍ବ ଉପଲକ୍ଷେ ପ୍ରସ୍ଥିତି ପର୍ବ ଜୋରଦାର ଆଗେଇ ଚାଲିଛି । କେନ୍ଦୁଝର ଭୁବନେଶ୍ୱର ରାସ୍ତାରେ ସୁଦୃଶ୍ୟ ତୋରଣ ତିଆରି ଚାଲିଛି। ହରିଚନ୍ଦନପୁର ଘଟଗାଁ ରାସ୍ତାରେ ତଦନୁରୂପ ତୋରଣ ନିର୍ମାଣ ଚାଲିଛି । ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ସହ ସମନ୍ୱୟ ରକ୍ଷା କରି  ତାରିଣୀ ମନ୍ଦିର ପ୍ରଶାସନ ଏକାଧିକ ଥର ପ୍ରସ୍ତୁତି ବୈଠକ ଆୟୋଜନ କରି ସାରିଛିବିବିଧ ସ୍ବେଛାସେବୀ ସଂଗଠନ ସହ ଆଲୋଚନା କରି ଶତାଧିକ ସ୍ବେଛାସେବୀ ଚୟନ କରି ସାରିଛି। ପୋଲିସ ପ୍ରଶାସନ ଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତି ସାରିଛି ।ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସେବା ପାଇଁ ପ୍ରସ୍ତୁତ ରହିଛି.। ଓଡ଼ିଶାର ବିଭିନ୍ନ ବଣିକ  ସଂଘ ମାଗଣା ପ୍ରସାଦ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ସମାଗମହେବେ ବୋଲି ଆକଳନ କରାଯାଇଛି।
ସାମ୍ୱାଦିକତା ପାଇଁ ଯୋଗାଯୋଗ କରନ୍ତୁ 
ଅମରେନ୍ଦ୍ର ଦେହୁରୀ  ଘଟଗାଁ 

Post a Comment

Previous Post Next Post
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 7008601909 ସମ୍ପର୍କ କରନ୍ତୁ ।