BREAKING
Loading...
:

23 ତମ ଦୋଳ ଉତ୍ସବ ରେ ଯୋଗଦେଲେ ବିଧାୟକ।


ଗଜପତି, ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଧୁମ୍ଧାମରେ ପାଳନ ହୋଇଯାଇଛି 23ତମ ଦୋଳ ଉତ୍ସବ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଯୋଗଦେଇ ପ୍ରଥାଲେ ପ୍ରଦୀପ ଉଜଳନ କରିଥିଲେ , ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା କୁନି ନୃତ୍ୟଶିଳ୍ପୀ ଓ କାନ୍ଥ ଶିଳ୍ପୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ,ଶେଷରେ ଦୋଳ ଉତ୍ସବ କମିଟି ସଦସ୍ୟ ମାନଙ୍କୁ ମଧ୍ୟ ସମର୍ଥିତ କରିଥିଲେ , ବିଧାୟକ ରୂପେସ ପାଣିଗ୍ରାହୀ ତାଙ୍କ ଅଭିଭାଷଣ କୋହିଥିଲେ କି ଏହି ଦୋଳ ଉତ୍ସବ ମଣ୍ଡପ ଓ ଦୋଳ ବନ୍ଧ ର ଉନ୍ନତି ପାଇଁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଦସ୍ୟ ରାଜେନ୍ଦ୍ର ବେହେରା, ପୌର ପରିଷଦ ଅଧ୍ୟକ୍ଷ ନିର୍ମଳା ସେଠି , ବିଚିତ୍ରା ନନ୍ଦ ବେବର୍ତ୍ତା, ବିନୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


Post a Comment

Previous Post Next Post
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 7008601909 ସମ୍ପର୍କ କରନ୍ତୁ ।